ଭାରତ ଓ ଜାପାନର ନିବିଡ଼ ବନ୍ଧୁତ୍ବ ସାରା ବିଶ୍ବ ପାଇଁ ଶୁଭଙ୍କର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତ ଓ ଜାପାନର ନିବିଡ଼ ମୈତ୍ରୀ ସାରା ବିଶ୍ବ ପାଇଁ ଶୁଭଦାୟକ ବୋଲି ଆଜି ଜାପାନର ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଡେଙ୍କ ସହ ଚମତ୍କାର ବୈଠକ ଉପରାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଉପକାରୀ ବନ୍ଧୁମାନଙ୍କ ମଧ୍ୟରୁ ଜାପାନ ଅନ୍ୟତମ। ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ଚମତ୍କାର ବୈଠକରେ ଆଲୋଚନା କରିଥିବା ବିବିଧ ପ୍ରସଙ୍ଗ ଦୁଇ ଦେଶ ମଧ୍ୟସ୍ଥ ସହଯୋଗିତାକୁ ଆହୁରି ଅଗ୍ରଗାମୀ … Continue reading ଭାରତ ଓ ଜାପାନର ନିବିଡ଼ ବନ୍ଧୁତ୍ବ ସାରା ବିଶ୍ବ ପାଇଁ ଶୁଭଙ୍କର: ପ୍ରଧାନମନ୍ତ୍ରୀ ମୋଦୀ